ଦୋଷମୁକ୍ତ ହେଲେ କେରଳ ନନ୍‌ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ବିସପ୍‌ ଫ୍ରାଙ୍କୋ ମୁଲକ୍କଲ୍‌

କୋଟ୍ଟାୟାମ୍‌: ୨୦୧୮ ନନ୍‌ ଦୁଷ୍କର୍ମ ମାମଲାରେ କୋଟ୍ଟାୟାମ୍‌ ଆଡିସ୍‌ନାଲ୍‌ ସେସନ୍‌ସ୍‌ କୋର୍ଟ ବିସପ୍‌ ଫ୍ରାଙ୍କୋ ମୁଲକ୍କଲ୍‌ଙ୍କୁ ‘ଦୋଷୀ ନୁହନ୍ତି’ ବୋଲି ଘୋଷଣା କରିଛନ୍ତି। ରାୟ ଶୁଣାଣି ପରେ ଆଶ୍ବସ୍ତ ଦିଶୁଥିବା ପରି ମନେହେଉଥିବା ବିସପ୍‌ ମୁଲକ୍କଲ୍‌ ଅଦାଲତ ବାହାରକୁ ଆସି କହିଲେ, ଧନ୍ୟ ଈଶ୍ବର। ଜଣେ ନନ୍‌ଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଭାରତରେ ଗିରଫ ହୋଇଥିବା ପ୍ରଥମ କ୍ୟାଥୋଲିକ୍‌ ବିସପ୍‌ ହେଉଛନ୍ତି ଫ୍ରାଙ୍କୋ ମୁଲକ୍କଲ୍‌। ୨୦୧୮ ସେପ୍ଟେମ୍ବର ୨୧ରେ … Continue reading ଦୋଷମୁକ୍ତ ହେଲେ କେରଳ ନନ୍‌ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ବିସପ୍‌ ଫ୍ରାଙ୍କୋ ମୁଲକ୍କଲ୍‌